ବାରିପଦା, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବଡଗାଁ ପଂଚାୟତରେ ଘର ଭାଙ୍ଗିବା ସହ ଦଳିଚକଟି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଗାଁ ନିକଟ ଜଙ୍ଗଲରେ ଏହି ହାତୀ ପଲ ରହିଥିବାରୁ ଲୋକେ ଭୟଭିତ ହୋଇପଡିଛନ୍ତି।
Posted by: Desk, Indo Kaling Times