ଭୁବନେଶ୍ୱର,ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍ ଡ୍ରାମାର ପ୍ରଭାବ ଓଡ଼ିଶାରେ ପଡ଼ିବା ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ବିଜେପି-ବିଜେଡି ଏକ ହୋଇ ରହିଛନ୍ତି । କେନ୍ଦ୍ର ବିଜେପି ଯାହା କହିବ ବିଜେଡି ତାହା କରିବ । ଏଠି ଯେପରି ଅସନ୍ତୋଷ କୁହୁଳୁଛି, ବିଜେପି ଚାହିଁଲେ ଭାଗ କରିଦେବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କଲେ ଆପେ ବିଜେଡି ଭାଗହେବ ବୋଲି କହିଛନ୍ତି ତାରା ବାହିନୀପତି ।
Posted by: Desk, Indo Kaling Times
Related Stories
November 22, 2024