ଭୁବନେଶ୍ୱର,ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ରୂପେ ଡକ୍ଟର ପବିତ୍ର କୁମାର ରଥ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡକ୍ଟର ରଥ ଶିକ୍ଷାନୁଷ୍ଠାନର ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ଶୁଭେଚ୍ଛା ଜଣାଇଥିଲେ ।
Posted by: Desk, Indo Kaling Times
Related Stories
November 22, 2024