ପୁରୀ,ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ମହର୍ଷି ବ୍ୟାସଦେବ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁରୀ ହରଚଣ୍ଡୀ ସାହି ସ୍ଥିତ ଶୈବ ସମ୍ପ୍ରଦାୟ ର ପ୍ରାଚୀନ ଶ୍ରୀ ମହୀପ୍ରକାଶ ମଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଧୂମଧାମ ରେ ପାଳନ ହୋଇଯାଇଛି l ଏହି ଅବସରରେ ସର୍ବ ପ୍ରଥମେ ମହାଦେବ ଙ୍କ ରୁଦ୍ରାଭିଷେକ ଅନୁଷ୍ଠିତ ହେଇଥିଲା | ଏଥି ସହିତ ଭଜନ, କୀର୍ତ୍ତନ ସହିତ ଗୁରୁ ପୂଜନ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା l କାର୍ଯ୍ୟକ୍ରମ ରେ ଅନେକ ସାଧୁ ମହାତ୍ମା ତଥା ଅନେକ ଭକ୍ତ ଓ ଶୁଭେଛୁ ଯୋଗଦାନ କରିଥିଲେ l ମଠାଧୀଶ ସ୍ୱାମୀ ଶୁଭାନନ୍ଦ ପୁରୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ l
Related Stories
October 17, 2024