ଭୁବନେଶ୍ୱର, ୧୭/୧୨ : ଜଳ ସଂରକ୍ଷଣ ରହିଲେ ଆଗାମୀ ଦିନରେ ପାଣିର ସମସ୍ୟା ଦେଖା ଦେବ ନାହିଁ । ଏଥିି ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ରାଜଧାନୀରେ ଜଳସ୍ଥର କମୁଥିବାରୁ ଏହାର ସଂରକ୍ଷଣ ସବୁ ନାଗରିକଙ୍କୁ କରିବାକୁ ପଡ଼ିବ ବୋଲି ଜଳ ସଂରକ୍ଷଣ ନେଇ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ ଓ ସୁକନ୍ୟା ଭାରତୀୟ ସାସ୍କୃତିକ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଘାଟିକିଆଠାରେ ଜଳ ସଂରକ୍ଷଣ ନେଇ ଆଲୋଚନା ଚକ୍ର ଓ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏଥିରେ ୫୦ରୁ ଉଦ୍ଧ୍ୱର୍ ମହିଳା ଯୋଗ ଲୋକଙ୍କୁ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନ କରିଥିଲେ । ସୁକନ୍ୟା ଭାରତୀୟ ଗାସ୍କୃତିକ ଟ୍ରଷ୍ଟର ଅଧ୍ୟକ୍ଷ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ ସଭାପତି ଗଦାଧର ଦାସ ଯୋଗଦେଇ ସଂରକ୍ଷିତ ଜଳ, ସଂରକ୍ଷିତ ଜୀବନ ଉପରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରେମାଞ୍ଜଳି ମିଶ୍ର ପରି•ଳନାରେ କରିଥିଲେ ।

Related Stories
November 23, 2024