
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁସାନେ ଡାଇମଣ୍ଡ ଲିଗ ୨୦୨୩ର ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଲୁସାନେ ଡାଇମଣ୍ଡ ଲିଗରେ ଚମକଦାର ପ୍ରଦର୍ଶନ କରିଥିବା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା । ନିଜ ଅସାଧାରଣ ପ୍ରଦର୍ଶନ ମାଧ୍ୟମରେ ସେ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିଲେ । ତାଙ୍କ ପ୍ରତିଭା, ନିଷ୍ଠା ଓ ଉତ୍କର୍ଷତା ପାଇଁ ନିରନ୍ତର ଉଦ୍ୟମ ପ୍ରଶଂସନୀୟ ।”
Posted by: Desk, Indo Kaling Times