ଭୁବନେଶ୍ୱର, ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ଥିବା କ୍ରସରରେ ମାଓବାଦୀ ମାନେ ହାଇୱା ପୋଡି ଦେଇଥିବା ସୂଚନା ମିଳିଛି । ଗତକାଲି ରାତ୍ରୀରେ ମାଓବାଦୀ ମାନେ ଚାରୋଟି ହାଇଓ୍ବା ସହ ଦୁଇଟି ଚେନ୍ ଜେସିବି ପୋଡି ଦେଇଛନ୍ତି l ଗତକାଲି ରାତିରେ ୨୦ ରୁ ଉର୍ଦ୍ଧ ମହିଳା ମାଓବାଦୀ କ୍ରସର ନିକଟକୁ ଆସି ପ୍ରଥମେ ସେଠାରେ ଥିବା କର୍ମଚାରୀ ମାନଙ୍କ ମୋବାଇଲ ମାଗିଥିଲେ ପରେ ପୋଡାଜଳା କରିବାପରେ ମବାଇଲ ଗୁଡିକ ଫେରାଇ ଦେଇ ଚାଲି ଯାଇଥିବା ଜଣାପଡିଛି l
Posted by: Desk, Indo Kaling Times
Related Stories
November 23, 2024
November 23, 2024
November 23, 2024