
ରାଉରକେଲା, ସୁନ୍ଦରଗଡ଼ କୋଇଡ଼ାରେ ଗତକାଲି ଠାରୁ ମୃତଦେହ ରଖି ରାସ୍ତାରୋକ କରୁଛନ୍ତି ଲୋକେ । ଗତକାଲି ବାହୁଡ଼ା ଯାତ୍ରା ଦେଖି ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଜାରୀ ରଖିଛନ୍ତି ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ।
Posted by: Desk, Indo Kaling Times