ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର (ଜିତୁ)ଙ୍କର ଆଜି ହୃଦଘାତରେ ପରଲୋକ ହୋଇଛି । ଏମକେସିଜିରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଓ କନ୍ୟା ଉପସ୍ଥିତ ଥିଲେ । ସେ ଦୈନିକ ‘ସକାଳ’ର ବ୍ରହ୍ମପୁର ସଂସ୍କରଣରେ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।
Posted by: Desk, Indo Kaling Times
Related Stories
November 23, 2024