ଭୁବନେଶ୍ୱର, ୫-ଟି ସଚିବଙ୍କ ବିରୋଧରେ ଅଭିଯୋଗ ଆଣି ଦିଲ୍ଲୀ ଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ୫-ଟି ସଚିବଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଚିଠି ଲେଖି ଅଭିଯୋଗ କଲେ ବିଜୟ । ସଚିବ ଆଇଏଏସ କଣ୍ଡକ୍ଟ ରୁଲର ଉଲ୍ଲଂଘନ କରୁଛନ୍ତି । ତାଙ୍କ ଗସ୍ତକୁ ନେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି ଜଣାଇଛନ୍ତି ବିଜୟ ।
Related Stories
November 24, 2024