ବଲାଙ୍ଗିର, ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ସମୟରେ ଖରଲିକାନି ଗ୍ରାମ ନିକଟରେ ବଲାଙ୍ଗୀର ରେଞ୍ଜ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରକୃତି ବନ୍ଧୁ ବିକିଜି ନାଗଙ୍କ ଦ୍ଵାରା ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଥିଲା। ଉଦ୍ଧାର ହେବା ପରେ ପେଚାକୁ ଏହାର ପ୍ରାକୃତିକ ବାସସ୍ଥାନରେ ଛାଡି ଦିଆଯାଇଥିଲା।