ବଲାଙ୍ଗିର, ଗତକାଲି ରାତ୍ରି ପ୍ରାୟ ୮ ଟା ସମୟରେ ଦେଓଗାଁ ରେଞ୍ଜ ର କର୍ମଚାରୀମାନେ ଜରାସିଂହା ଗ୍ରାମରୁ ଏକ (ବ୍ୟାଣ୍ଡେଡ୍ କ୍ରେଟ) ରଣା ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ ଏହାର ପ୍ରାକୃତିକ ବାସସ୍ଥାନରେ ଛାଡି ଦିଆଯାଇଥିଲା।