ଗଞ୍ଜାମ, ରାଜ୍ୟ ସରକାର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରୂପେ ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ । ପୂର୍ବରୁ ଏହି ପଦବୀରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରହିଥିଲେ । ଏହି ପଦବୀରେ ମନୋନୀତ ହେବା ପରେ ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୋ ଉପରେ ଆଶା ଓ ବିଶ୍ଵାସ ରଖି ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟୀତ୍ଵ ଦେଇଛନ୍ତି ତାହାକୁ ଠିକ୍ ରୂପେ କାର୍ଯ୍ୟକାରୀ କରିବି।
Related Stories
November 22, 2024