ଭୁବନେଶ୍ୱର, ମୟୁରଭଂଜ ଜିଲ୍ଲାରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ମୟୁରଭଂଜ ଜିଲ୍ଲାର .କପ୍ତିପଦା ଥାନା ନୋଟ ହପବୁରୁ ଗ୍ରାମ ରେ ଏହି ଘଟଣା ଘଟିଛି ।