ଭୁବନେଶ୍ଵର,ଆଜି ପୁରୀ ସହରରେ ଦକ୍ଷିଣପଶ୍ଚିମ ଦିଗରୁ ପବନ ଘଂଟା ପ୍ରତି ବେଗ ୧୦ ରୁ ୧୨ କି.ମି. ସହ ତାପମାତ୍ରା ଦିନ ୧୧ଟା ୩୦ ସୁଦ୍ଧା ୩୫ ଡ଼ିଗ୍ରୀ ଏବଂ ଆଦ୍ରତା ୬୯ ପ୍ରତିଶତ ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024
November 23, 2024
November 23, 2024