ଭୁବନେଶ୍ଵର, ପୁରୀ ସହରରେ ଦକ୍ଷିଣପଶ୍ଚିମ ଦିଗରୁ ପବନ ଘଂଟା ପ୍ରତି ବେଗ ୧୫ ରୁ ୧୭ କି.ମି. ସହ ତାପମାତ୍ରା ଦିନ ୨ଟା ୩୦ ସୁଦ୍ଧା ୩୪ ଡ଼ିଗ୍ରୀ ଏବଂ ଆଦ୍ରତା ୭୨ ପ୍ରତିଶତ ରେକର୍ଡ ହୋଇଛି । ଆକାଶ ପ୍ରାୟ ମେଘ ଶୂନ୍ୟ ଥିବାରୁ ଖରାର ମାତ୍ରା ଅଧିକ ଏବଂ ଉଚ୍ଚ ଆଦ୍ରତା ହେତୁ ଗୁଳୁଗୁଳି ଅନୁଭୂତ ହେଉଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024
November 23, 2024