ଓଡିଶା କୁହୁଡି ଯୋଗୁଁ ଫେରିଗଲା ଏୟାର ଇଣ୍ଡିଆ ବିମାନ desk December 16, 2019 1 min read ଭୁବନେଶ୍ୱର- କୋଲକାତାରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ କୁହୁଡି ଯୋଗୁଁ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣ କରିପାରିନାହିଁ । ବିମାନଟିକୁ ପୁଣି ଥରେ କୋଲକାତା ଫେରିଯିବାକୁ ପଡିଛି । ଫଳରେ ଏଥିରେ ଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । Tags: Air India flight foggy Continue Reading Previous: ୨୨ ଦଫା ଦାବିରେ ଆଶାକର୍ମୀଙ୍କ ବିକ୍ଷୋଭNext: ନାଗରିକତା ସଂଶୋଧନ ଆଇନ ବିରୋଧରେ ବାମପନ୍ଥୀ ଆନେ୍ଦାଳନ ୧୯ରେ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା (DPDP) ଆଇନ, ୨୦୨୩ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜିତ 1 min read ଓଡିଶା ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା (DPDP) ଆଇନ, ୨୦୨୩ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜିତ November 29, 2025 ECINet ଡିଜିଟାଲ୍ ପ୍ଲାଟଫର୍ମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଆହ୍ୱାନ କରିଛି ମତାମତ 1 min read ଓଡିଶା ECINet ଡିଜିଟାଲ୍ ପ୍ଲାଟଫର୍ମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଆହ୍ୱାନ କରିଛି ମତାମତ November 29, 2025 ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.o ୱେବସାଇଟ୍ ଶୁଭାରମ୍ଭ 1 min read ଓଡିଶା ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.o ୱେବସାଇଟ୍ ଶୁଭାରମ୍ଭ November 29, 2025