ପୁରୀ, ଆଜି ପୁରୀରେ ଆକାଶ ଆଂଶିକ ମେଘାଛନ୍ନ ସହ ପବନ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ ଘଂଟା ପ୍ରତି ବେଗ ୯ ରୁ ୧୦ କି.ମି. ରହିଛି । ଆଦ୍ରତା ଦିନ ୧୧ଟା ୩୦ ସୁଦ୍ଧା ୬୫ ପ୍ରତିଶତ ଏବଂ ତାପମାତ୍ରା ୩୩.୮ ଡ଼ିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 22, 2024