ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଗ ଆସନର ଏକ ଭିଡିଓ ସେଟ୍ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଯୋଗ ଉଭୟ ଶରୀର ଏବଂ ମନ ପାଇଁ ବିଶେଷ ଲାଭଦାୟକ । ଏହା ଶକ୍ତି, ନମନୀୟତା ଏବଂ ଶାନ୍ତି ଦେଇଥାଏ । ଆସନ୍ତୁ ଯୋଗକୁ ଆମ ଜୀବନର ଏକ ଅଂଶ କରି ଶାନ୍ତି ଏବଂ ସୁସ୍ଥତା ଆଡ଼କୁ ବଢ଼ିବା । ବିଭିନ୍ନ ଆସନକୁ ଦେଖାଉଥିବା ଭିଡିଓର ଏକ ସେଟ୍ ସେୟାର କରୁଛି ।’