
ଭୁବନେଶ୍ଵର, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରୀ ରହିଛି । ଆଜି ରାଜଧାନୀ ଭୁବନେଶ୍ଵରରେ ସକାଳ ୮ଟା ୩୦ ସୁଦ୍ଧା ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ସେହିପରି ଆଜି ସକାଳ ୮ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୬ ଡ଼ିଗ୍ରୀ, ଝାରସୁଗୁଡା ୩୫.୪ ଡ଼ିଗ୍ରୀ ଏବଂ ହୀରାକୁଦରେ ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।