
ନୂଆଦିଲ୍ଲୀ,କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ “ୱାନ ୱାର୍ଲଡ, ୱାନ ହେଲ୍ଥ” କୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସେୟାର କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏକ ଟୁଇଟ୍କୁ୍ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଟୁଇଟ୍ କରିଛି;
“କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କୋଭିଡ ମହାମାରୀ ସମୟରେ ବିଭିନ୍ନ ପ୍ଲାଟଫର୍ମ ଯଥା କୋ ୱିନ୍ ଏବଂ ଇ-ସଞ୍ଜିବନୀ କିଭଳି ଟୀକା ପ୍ରଦାନ ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗେମ୍ ଚେଞ୍ଜର ହୋଇଥିଲା ତାହା ଉପରେ ଲେଖିଛନ୍ତି ।”