ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣ୍ୟତିଥିରେ ଭଗବାନ ବିରସା ମୁଣ୍ଡାଙ୍କୁ ସ୍ମରଣ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଭଗବାନ ବିରସା ମୁଣ୍ଡାଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ । ସେ ବିଦେଶୀ ଶାସନ ବିରୁଦ୍ଧରେ ସଂଘର୍ଷ କରି ନିଜର ସର୍ବସ୍ୱ ବଳିଦାନ କରି ଦେଇଥିଲେ । ଜନଜାତୀୟ ସମୁଦାୟର ଉତଥାନ ପାଇଁ ତାଙ୍କର ସମର୍ପଣ ଓ ସେବା ଭାବକୁ କୃତଜ୍ଞ ରାଷ୍ଟ୍ର ସବୁବେଳେ ମନେ ରଖିବ ।
Related Stories
December 26, 2024
December 26, 2024