ଭୁବନେଶ୍ୱର, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ତ୍ୱରିତ ପଦକ୍ଷେପ ପାଇଁ ବହୁ ଜୀବନ ବଂଚିଗଲା ବୋଲି କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ସେ କହିଛନ୍ତି ସ୍ଥାନୀୟ ଲୋକଙ୍କ ସହ ସମସ୍ତେ ଲାଗିଯିବାରୁ ଅନେକ ଜୀବନ ବଂଚିଗଲା । ତ୍ୱରିତ ଉଦ୍ଧାର ଓ ଚିକିତ୍ସା ଯୋଗାଇବାରୁ ୧୨ଶହ ଲୋକଙ୍କ ଜୀବନ ବଂଚିଗଲା । ସ୍ଥାନୀୟ ଲୋକଙ୍କୁ ଯେତେ ସାବାସୀ ଦେଲେ ବି କମ୍ ହେବ- ।ସ୍ଥାନୀୟ ଲୋକ, ଅଗ୍ନିଶମ ଟିମ୍, ଓଡ୍ରାଫ୍ ଟିମ୍ ପ୍ରଶଂସନୀୟ କାମ କରିଛନ୍ତି । ଠିକ୍ ସମୟରେ ଉଦ୍ଧାର ନହୋଇଥିଲେ ମୃତ୍ୟୁସଂଖ୍ୟା ବଢ଼ିଥାନ୍ତା ବୋଲି କହିଛନ୍ତି ଏସଆରସି ।
Related Stories
November 22, 2024