
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ତେଲେଙ୍ଗାନାର ସ୍ଥାପନା ଦିବସ ଅବସରରେ ଏହି ଅଦଭୁତ ରାଜ୍ୟର ଲୋକ ମାନଙ୍କୁ ଅଭିନନ୍ଦନ ଜଣାଉଛି । ରାଜ୍ୟର ଲୋକ ମାନଙ୍କର କୌଶଳ ଓ ଏହାର ସମୃଦ୍ଧ ସଂସ୍କୃତିର ଖିୁବ ପ୍ରଶଂସା କରାଯାଇଥାଏ । ତେଲେଙ୍ଗାନାର ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।