ଭୁବନେଶ୍ୱର, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ମୃତକ ଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ସାଂସଦ ଙ୍କ ନାଁରେ ମାମଲା ରୁଜୁ କରିବାକୁ ବିଜେପି ଦାବି କରିଛି । ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏହି ଦାବି କରିଛନ୍ତି । ଦାବୀ ପୂରଣ ନହେଲେ ଆଗକୁ ବିଜେପି ରାଜରାସ୍ତାକୁ ଓଲ୍ଲାଇବ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
Related Stories
November 23, 2024