ପୁରୀ, ଶ୍ରୀନଅର ସମ୍ମୁଖ ରଥଖଳା ନିକଟରେ ଆଜି ପୂର୍ବାହ୍ନରେ ଘଟିଛି ଦୁର୍ଘଟଣା । ଦର୍ପଦଳନ ରଥ ଚକକୁ ଧକ୍କା ଦେଇଛି ଏକ ବ୍ୟାଟେରୀ ଚାଳିତ ଅଟୋ । ଚକ ସହ ଧକ୍କା ପରେ ଅଟୋର ସାମ୍ନାପଟ କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ତେବେ ରଥ ଚକର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।