ଭଦ୍ରକ, ଭଦ୍ରକ ବ୍ଲକ ଅଧିନସ୍ଥ ଚରମ୍ପା ପଞ୍ଚାୟତର ଶ୍ରୀରାମ 16 ବର୍ଷୀୟ ଚନ୍ଦନ ମହାପାତ୍ର ଗାଧୋଉଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣା ପଡିଛି । ଗତକାଲି ସେ ମେଟ୍ରିକ ପରୀକ୍ଷାରେ 519 ନଂ ରଖି ପାସ କରିଥିଲେ । ତାଙ୍କର ମୃତ୍ୟୁ ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।