ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଠାକୁରାଣୀଙ୍କ ପଂଚବାର୍ଷିକ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି । ବିଳମ୍ବିତ ରାତିରେ ମାଙ୍କ ଘଟ ଗ୍ରାମ୍ୟ ପରିକ୍ରମା ପରେ ଠାକୁରାଣୀଙ୍କ ମନ୍ଦିରରେ ପହଂଚିଥିଲା । ମଙ୍ଗଳବାର ଓ ବୁଧବାର ବର୍ଷା ଯୋଗୁଁ ପାଗ ଅନୁକୂଳ ରହିଥିଲା । ଫଳରେ ଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
Related Stories
November 22, 2024