
ଦିଗପହଣ୍ଡି: ଆଜି ତା 14- 12- 2019 ରିଖ ରେ ମାନ୍ୟବର ବିଚାର ପତି ଶ୍ରୀ ସଞ୍ଜୟ କୁମାର ଶୁଭ ବ୍ରତ ଆଚାର୍ଯ୍ୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଲୋକ ଅଦାଲତରେ ଖେମୁଣ୍ଡି ଓକିଲ ସଂଘର ସଭାପତି ଶ୍ରୀ ରସାନନ୍ଦ ରାଉତ,ଉପ ସଭାପତି ଶ୍ରୀ ଵିଜୟ କୁମାର ପ୍ରଧାନ, ବରିଷ୍ଠ ଓକିଲ ଶ୍ରୀ ରବୀନ୍ଦ୍ର ନାଥ ପାଣିଗ୍ରାହୀ, ସମ୍ପାଦକ ଶ୍ରୀ ହରପ୍ରସାଦ ରଥ , ଗିରିଜା ନନ୍ଦନ ମେକାପ,ଶ୍ରୀ ପ୍ରଭାକର ରାଉତ, ପରେଶ ଚନ୍ଦ୍ର ରଥ,ଲକ୍ଷ୍ମୀ ନାରାୟଣ ପାଢ଼ୀ, ସନ୍ତୋଷ କୁମାର ସାହୁ ,ମୋନାରଞ୍ଜନ ପଣ୍ଡା, ସରକାରୀ ଓକିଲ ଶ୍ରୀ ନକୁଳ ପ୍ରଧାନ, ନୀଳଆମ୍ବର ମହାପତ୍ର , ହେମନ୍ତ କୁମାର ପାଣିଗ୍ରାହୀ,ଅନ୍ୟ ଓକିଲ ବନ୍ଧୁ ମାନେ ଓ କୋର୍ଟର ସମସ୍ତ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ମାନେଏବଂ ପୋଲିସ ଭାଈ ମାନେ ରହି ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।