
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ମୁନିସିପେଣ୍ଠରେ ମା ଶୀତଳା ଠାକୁରାଣୀ ଯାତ୍ରା ଗତ ୯ ତାରିଖରୁ ଆରମ୍ଭ ହୋଇଯାଇଛି । ଆସନ୍ତା ୩୦ ତାରିଖରେ ଏହି ଯାତ୍ରା ଶେଷହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଯାତ୍ରା ପାଇଁ ଗ୍ରାମଟି ଚଳଚଂଚଳ ହୋଇପଡିଛି । ଜିଲ୍ଲାର ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁଙ୍କ ଏଠାକୁ ସମାଗମ ହୋଇଛି ।