ଭୁବନେଶ୍ବର, ଝାରସୁଗୁଡ଼ା ଭୋଟ୍ ପରେ ଦଳୀୟ ପ୍ରାର୍ଥୀ ଦୀପାଲୀ ଦାସ 50 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଦୟୀ ହେବେ ବୋଲି ଦାବି କରାଯାଇଥି ।
ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଦୀପାଳି ଦାସ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ । ସେ ଆହୁରି କହିଛନ୍ତି, ଦୀପାଳି ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି। ମତଦାନ ପାଇଁ ଲୋକଙ୍କକ ଆଗ୍ରହ ବଢ଼ିଛି। ମତଦାନ ପ୍ରତିଶତ ବଢ଼ିବା ବିଜେଡିକୁ ସୁହାଇବ। ଲୋକ ୫ ଥର ବିଜେଡି ସରକାରଙ୍କୁ ଭରସା କରିଛନ୍ତି। ସାଧାରଣ ନିର୍ବାଚନରେ ବିଜେଡି ଭଲ ବ୍ୟବଧାନରେ ଜିତିବ।