ଭୁବନେଶ୍ୱର, ଝାରସୁଗୁଡା ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟାରେ ସାମିଲ ହୋଇ ଏଥିରେ ମତ ଦାନ କରିବାକୁ ଭୋଟର ମାନଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ – ରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ସମସ୍ତ ଗୁରୁଜନ, ମାଆ ଭଉଣୀ ଓ ଯୁବ ବନ୍ଧୁମାନେ ଭୋଟ୍ ଦିଅନ୍ତୁ । ଝାରସୁଗୁଡାରେ ଶାନ୍ତି ଓ ସୁଶାସନ ପାଇଁ ମତଦାନ ଦେବାକୁ ନିବେଦନ ।