ପୁରୀ , ପୁରୀ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୩ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ।ଚଳିତ ବର୍ଷର ଏହି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଜିଲ୍ଲା ଓ ଦୌରାଜଜ ଏବଂ ଅନ୍ୟାନ୍ୟ ଜଜ ମାନେ ମଧ୍ୟ ଏହି ଅଦାଲତରେ ଯୋଗ ଦେବେ।ବିବିଧ ମାମଲାର ତ୍ୱରିତ ସମାଧାନ ଲୋକ ଅଦାଲତ ର ମୂଳ ଉଦ୍ଦେଶ୍ୟ ହୋଇ ଥିବାରୁ ଏହାର ସୁଯୋଗ ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି।
Related Stories
November 1, 2024