ଭୁବନେଶ୍ୱର, ଏସଟିଏଫ ଚାକିରି କରାଇବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ କୃଷ୍ଣପ୍ରସାଦରୁ ଠକ ମନୋଜ ମାଝୀକୁ ଗିରଫ କରିଛି । ସେ ନିଜକୁ କ୍ରାଇମବ୍ରାଞ୍ଚ ଏବଂ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ କହି ଠକୁଥିଲା
ମିଳିଥିବା ସୂଚନା ଅନୁସାରେ ସେ ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କ ଠାରୁ ଠକିଥିବା ଅଭିଯୋ ରହିଛି । ଅଭିଯୁକ୍ତ ଘରୁ ପିଲାଙ୍କ ନକଲି ଆଇକାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ କରାଯାଇଛି ।