ଭବାନିପାଟଣା,ଲାଞ୍ଜିଗଡ଼ ଆଦିବାସୀ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିଶ ବିଳମ୍ବରେ ହେଲେ ମଧ୍ୟ ଧରିବାରେ ସଫଳ ହୋଇଛନ୍ତି ! କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ ପୋଲିସଙ୍କୁ ଧନ୍ୟବାଦ ଦେବା ସହିତ ଅପରାଧୀମାନଙ୍କୁ କଡା ଦଣ୍ଡ ଦେବା କୁ କହିଛନ୍ତି! ଦୁଷ୍କର୍ମ କାରୀଙ୍କ ପାଇଁ ଆମ ଦଣ୍ଡ ବିଧାନ କଡାକଡି ନଥିବାରୁ ଦିନକୁଦିନ ଦୁଷ୍କର୍ମ ବଢି ଚାଲିଛି ବୋଲି ସେ କହିଛନ୍ତି! ଏହା ସହିତ ଏହି ନିରୀହ ବାଳିକା ମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ପୀଡ଼ିତାଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି !
Related Stories
November 24, 2024
November 24, 2024