ଭୁବନେଶ୍ୱର, ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ପୁଣି ୫୦୦ ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୫୭୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଆକ୍ଟିଭ କେସ ସଂଖ୍ୟା ୩୮୬୯ରେ ପହଂଚିଛି । ସେହିପରି ଏପର୍ଯ୍ୟନ୍ତ ୯୨୧୦ ଜଣଙ୍କର ମୃତ୍ୟୁ ହୋଇଛି ।