
-
ହରିଆଣା କୃଷି ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବେ
ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ହରିଆଣାର ହିସାର ଗସ୍ତରେ ଯିବେ । ସେଠାରେ ସେ ହରିଆଣା କଷି ବିଶ୍ୱ ବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବେ । ଏହି ସମାରୋହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରାଯାଇଛି । ଏଚପିୟୁ ଓ ଏହାର ଆଖପାଖ ଅଂଚଳରେ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଛି ।