କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସ୍ଥାନୀୟ ଘୋଡ଼ାବଜାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ପରିବାର ପ୍ରଵୋଧନ”କାର୍ଯ୍ୟକ୍ରମ ରେ ପ୍ରାୟ ଶତାଧିକ କୁଟୁମ୍ଵପରିଵାର ଏକାଠି ହୋଇଥିଲେ | ଆଜି ର ସମାଜରେ ପରିବାର ସବ୍ଦ ହେଇଗଲାଣି ମାସରେ୨/୩ଥରପରିବାର ସଦସ୍ଯଙ୍କ ସହ ଗପସପ ହେଵା ମୋବାଇଲ ଓ ଟିଭି ର ମର୍ଯ୍ୟାଦା ପୂର୍ଣ୍ଣ ବ୍ୟବହାର କରିବା ଓ ପ୍ରତିଦିନ ସାହିତ୍ୟ ପଠନ କରିବା।
ବ୍ରାହ୍ମ ମୂହୁର୍ତ୍ତରୁ ଉଠିବା ନିଜପରିଵାରକୁ ଭକ୍ତିମୟ, ଶକ୍ତି ମୟ, ଓ ଆନନ୍ଦମୟ କରିବା ବୋଲି ଅଖିଳ ଭାରତୀୟ ପ୍ରଵୋଧନ ସଂଯୋଜକ ଶ୍ରୀ ଯୁକ୍ତ ରବୀନ୍ଦ୍ର ଯୋଶୀ କହିଥିଲେ|ମଞ୍ଚରେ ଶ୍ରୀ ଯୁକ୍ତ ମନୋରଞ୍ଜନ ସାହୁ, ରମେଶଚନ୍ଦ୍ର ମାଝି ଓ ବୈକୁଣ୍ଠନାଥ ସାହୁ ଉପସ୍ଥିତ ଥିଲେ | ଶ୍ରୀ ବାବାଜୀ ସାହୁ ସଂଯୋଜନା କରିଥିଲେ।
Related Stories
November 24, 2024
November 24, 2024