
ନୂଆଦିଲ୍ଲୀ, ଆପଲ ସିଇଓ ଟିମ କୁକ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଆପଲ ସିଇଓ ଟିମ କୁକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣଙ୍କୁ ଭେଟି ଖୁସି,@tim_cook! ବିଭିନ୍ନ ବିଷୟରେ ମତ ବିନିମୟ ଓ ଭାରତର ପ୍ରଯୁକ୍ତି ସଂଚାଳିତ ପରିବର୍ତ୍ତନକୁ ରେଖାଙ୍କିତ କରିବା ସନ୍ତୋଷଜନକ ଥିଲା ।”