ଗଞ୍ଜାମ, କୁକୁଡାଖଣ୍ଡି ଘୋଷାମଣି ଠାକୁରାଣୀଙ୍କ ପଂଚ ବାର୍ଷିକ ଯାତ୍ରା ପାଇଁ ଗତକାଲି ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ଆସନ୍ତା ଆଠ ତାରିଖରୁ ଦଶ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ଯାତ୍ରା ପରିଚାଳନା କମିଟି ସଭାପତି କାମାକ୍ଷାପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।