ଭୁବନେଶ୍ଵର, ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୧.୮ ଡ଼ିଗ୍ରୀ ରହିଛି । ପବନର ବେଗ ଘଂଟା ପ୍ରତି ୧୫ ରୁ ୨୦ କି.ମି. ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।