ଭୁବନେଶ୍ଵର, ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ୧୦ ସହରରେ ତାପମାତ୍ରା ୨୮ ଡ଼ିଗ୍ରୀ ଉପରେ ରହିଛି । ବାଲେଶ୍ଵରରେ ସର୍ବାଧିକ ତାପମାତ୍ରା ୩୬.୦ ଡ଼ିଗ୍ରୀ ରହିଛି ।
ସେହିପରି ଭୁବନେଶ୍ଵରରେ ୩୩.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୨.୦ ଡ଼ିଗ୍ରୀ, ପାରାଦୀପରେ ୩୨.୬ ଡ଼ିଗ୍ରୀ, ଗୋପାଳପୁରରେ ୩୧.୦ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ, ଝାରସୁଗୁଡାରେ ୩୨.୬ ଡ଼ିଗ୍ରୀ, କେନ୍ଦୁଝରରେ ୨୮.୦ ଡ଼ିଗ୍ରୀ, ସମ୍ବଲପୁରରେ ୩୦.୦ ଡ଼ିଗ୍ରୀ ଏବଂ ହୀରାକୁଦରେ ୨୯.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।