ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ କାର୍ଯ୍ୟରତ ବିଭିନ୍ନ ବିଦ୍ୟାଳୟର ୬ ଜଣ ନକଲି ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ସେମାନେ ହେଲେ ପି.ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟର କେ. ସୁକାନ୍ତି ରେଡ୍ଡି, ଲୋକନାଥପୁର ସ୍କୁଲର ଶିକ୍ଷକ ଦିଲୀ ସାହୁ, ସାନଆର୍ଯ୍ୟପଲ୍ଲୀ ସ୍କୁଲର ଶିକ୍ଷୟତ୍ରୀ ସୁନିତା କର, ବରଙ୍ଗ ସ୍କୁଲର ଶିକ୍ଷକ ସୁରେନ୍ଦ୍ର ନାୟକ, ବଡମାଧପୁର ସ୍କୁଲର ଶିକ୍ଷକ ନରେନ୍ଦ୍ର କୁମାର ନାୟକ ଓ କାଳିଆବାଲି ସ୍କୁଲର ଶିକ୍ଷୟତ୍ରୀ କେ. ଲକ୍ଷ୍ମୀ ରେଡ୍ଡି। ଏମାନଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୀତାରାମ ପାତ୍ର ସୂଚନା ଦେଇଛନ୍ତି ।
Related Stories
November 23, 2024