ଭୁବନେଶ୍ୱର, ସମ୍ବଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ରାଜ୍ୟ ସରକାରଙ୍କ ହିନ୍ଦୁ ବିରୋଧୀ ନୀତି ବିରୋଧରେ ବିଶ୍ୱହିନ୍ଦୁ ପରିଷଦର ହରତାଳର କୋରାପୁଟରେ ପ୍ରଭାବ ଦେଖିୂବାକୁ ମିଳିଛି । କୋରାପୁଟ ଜିଲ୍ଲାରେ ବନ୍ଦ କାରଣରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଜିଲ୍ଲାରେ ଗାଡ଼ି ମୋଟର ଦୋକାନ ବଜାର ବନ୍ଦ ରହିଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ।
Related Stories
November 1, 2024