ଭଦ୍ରକ, ସମ୍ବଲପୁର ଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ସୁନିୟୋଜିତ ଭାବେ ଆକ୍ରମଣ କରାଯିବା ପ୍ରତିବାଦରେ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବି ପତ୍ରରେ ଏହି ଯୋଜନାବଦ୍ଧ ଆକ୍ରମଣ ଘଟଣାରେ ସାମିଲ ଥିବା ଲୋକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।