ଭୁବନେଶ୍ୱର, ଓଡିଶା ପୋଲିସର ଆର୍ଥିକ ଅପରାଧ ଶାଖା ଜାଲ କମ୍ପାନୀ ପ୍ରତିଷ୍ଠାତା ଦିଲୀପ କୁମାର ଙ୍କୁ କେରଳ ତ୍ରିଶୂର ରୁ ଗିରଫ କରିଥିବା ଜଣା ପ଼ଡିଛି । ମିଳିଥିବା ସୂଚନା ଅନୁସାରେ ନିଜ କମ୍ପାନୀ ମାଧ୍ୟମ ରେ 18. ଫୁଟବଲ. କମ ରେ ଲାଗୁଥିବା ଟଙ୍କା ଙ୍କୁ ବିନିଯୋଗ କରୁଥିଲେ । ଦିଲ୍ଲୀପ 19.49 କୋଟି ଟଙ୍କା ନିଜ କମ୍ପାନୀ ମାଧ୍ୟମ ରେ ଲଗାଇଥିଲେ । ତାଙ୍କୁ 6 ଦିନ ଟ୍ରାଂଜିଟ ରିମାଣ୍ଡ ରେ ଓଡିଶା ଅଣାଯାଉଛି । ଦିଲୀପ ଙ୍କୁ ବ୍ରହ୍ମପୁର ଓ଼ ପି ଆଇ ଡି କୋର୍ଟ ରେ ହାଜର କରାଯିବ ବୋଲି ଜଣା ପଡିଛି ।
Related Stories
November 21, 2024
November 21, 2024