ଭୁବନେଶ୍ୱର,ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ ଓ ଅଭିଯୁକ୍ତ ମନ୍ତ୍ରୀଙ୍କୁ ପୋଲିସ ଗିରଫ ଦାବୀରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି (ଶନିବାର) ଅପରାହ୍ନ ୫.୩୦ରେ ରାମ ମନ୍ଦିର ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସୂଚନାଯୋଗ୍ୟ ଯେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କ ଦଳର ଜଣେ ନେତ୍ରୀ ମହିଳା ଥାନାରେ ଶୋଷଣ ଅଭିଯୋଗ କରିଛନ୍ତି ।
Related Stories
November 27, 2024
November 27, 2024