
ନୂଆଦିଲ୍ଲୀ, କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ଠାରୁ ୧୩ ଅପ୍ରେଲ ପର୍ୟ୍ୟନ୍ତ ଫ୍ରାନ୍ସ ଏବଂ ଇଟାଲୀର ଅଧିକାରୀକ ଗସ୍ତ କରିବେ । ତାଙ୍କ ସହିତ ଏକ ଶୀର୍ଷ ସିଇଓଙ୍କ ପ୍ରତିନିଧିମଣ୍ଡଳ ମଧ୍ୟ ରହିବେ ।
କେନ୍ଦ୍ରମନ୍ତ୍ରୀ ନିଜ ଫ୍ରାଂସର ସମକକ୍ଷ ଓଲିବିୟର ବେଖ୍ତ ସହିତ ଭାରତ ଏବଂ ଫ୍ରାନ୍ସର ମିତ୍ରତାର ୨୫ବର୍ଷ ଉପଲକ୍ଷେ ଭାରତ-ଫ୍ରାନ୍ସ ବିଜନେଓ ସମ୍ମିତିର ସହିତ ଅଧ୍ୟକ୍ଷତା କରିବେ