ଭୁବନେଶ୍ଵର,ଏଥର ମୌସୁମୀରେ ସ୍ଵାଭାବିକ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦେଶର ସ୍ଵାଭାବିକ ବର୍ଷା ୮୭ ସେ.ମି.ର ୯୬ ପ୍ରତିଶତ ବର୍ଷା ସମ୍ଭାବନା ରହିଛି । ଯାହାକି ସ୍ଵାଭାବିକ ବର୍ଷାର ପରିସର ଭୁକ୍ତ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଏକ ଟ୍ଵିଟ୍ ଜାରୀ ହୋଇଛି ।
Related Stories
November 23, 2024