ଭୁବନେଶ୍ୱର, ମାର୍ଶାଘାଇ ଥାନା ଅନ୍ତର୍ଗତ ପାରାଦୀପ-ଚଣ୍ଡିଖୋଲ ରାସ୍ତା ନୀଳାଚଳ ଛକରେ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ସୂଚନା ମିଳିଛି । ଏହି ଦୁ୍ର୍ଘଟଣା କାରଣରୁ ଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ ମାନେ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।